ଓଡ଼ିଆ ପକ୍ଷ ” ପାଳନ

You are currently viewing ଓଡ଼ିଆ ପକ୍ଷ ” ପାଳନ

ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖାର ଯୁବ ରେଡକ୍ରସ ତରଫରୁ ଚଳିତ ୯ ତାରିଖ ଦିନ ରେଡକ୍ରସ ଭବନ ଠାରେ “ଓଡ଼ିଆ ପକ୍ଷ ” ପାଳିତ ହୋଇ ଥିଲା । ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଥିଲେ।
ଏହି ଅବସରରେ ରକ୍ତଦାନ ଶିବିର ଆୟୋଜିତ ହୋଇ ଥିଲା । ଏହା ସହିତ ଓଡ଼ିଆ ପାରମ୍ପରିକ ବେଶ , ଓଡ଼ିଆ କୁଇଜ ଇତ୍ୟାଦି ପ୍ରତିଯୋଗିତା ମାନ ଆୟୋଜିତ ହୋଇ ଥିଲା।.

  • Post category:EVENTS